Thursday 23 July 2020

ହିମ ବୀର


ହିମ ବୀର 
ଏହି ପବିତ୍ର ଭାରତମାତା'ର ଶିର  ସେ' ହିମଗିରି ହିମାଳୟ, l
ସେହି ସ୍ଥାନ ଜାଣ ଚୀନଦେଶ ସୈନିକଙ୍କ ଆସ୍ଥାନଲୟ ll 
ଶୋକନଦୀ ,ଗଲୱlନ ନଦୀ ପ୍ରବାହିତ ସେହିଠାରେ, l
ସୈନ ସାମନ୍ତ ଧରିଣ ଚୀନଦେଶ
ଭାରତକୁ ଆକ୍ରମଣ କରେ ll
ଲୁହା ଛଡ଼, ପଥର,ମାଡରେ ଭାରତ ଯବାନ ହେଲେଶହୀଦ,l
ବିଶ୍ୱାସ ଘତକତା କରି ଚୀନ ଦେଶ ମାଗୁଅଛି ପ୍ରମାଦ,  ll
ଅତି ପବିତ୍ର ଗଙ୍ଗାତୋୟ ଗାନ କରେ ଭାରତ ମାତା'କି ଜୟ..l
ଚୀନସେନା ପ୍ରାଦୁର୍ଭାବ ଜାଣ  ନିହାତିଅକାଳରେ ହେବକ୍ଷୟ,  ll
ବେକାର ଜୀବନୀ ଭାରତ ମାତାର ସନ୍ତାନ'ର  ବଳିଦାନ, l
ସାରା ବିଶ୍ୱରେ କୋରୋଣl ମହାମାରୀ ଲାଗିଅଛି ଜାଣ, ll
ମିଳିତ ଜାତିସଂଘରୁ ଚୀନ ଦେଶକୁ ଏକ ଘରକିଆକରିବେ,l
ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ ନିମନ୍ତ୍ରଣ  ଲଗାମ ପନ୍ଥରେ ଚଳିବେ ll
ଗଲୱlନ ଘାଟି ହେବ ଇତିହାସ ପୃଷ୍ଠା'ର ବିପଦ ସେନାଛାଉଣୀ,। 
ପାଣି ପହଁରା ନଜାଣି ଚୀନସେନା ଯୁଦ୍ଧଆମନ୍ତ୍ରଣ କରୁ କି' ପୁଣି,, ll
ଲଦାଖ ସ୍ଥାନ ମାଟିରେ ଚୀନ ସେନା ପ୍ରାଣଯିବ ସୁ-ନିଶ୍ଚିତ, l
ଏହି ଲେଖା ପ୍ରମାଣିତ ହୋଇଅଛି କହେ ବେଦପୁରାଣ,ଭାଗବତ, ll
ସୂର୍ଯ୍ୟ, ଚନ୍ଦ୍ର ଯେତେସମୟ  ଆକାଶରେ  ଥିବେ ଆତଯlତ, l
ଭାରତ ମାତା'ର ମୁକୁଟ ବିଛିନ୍ନ ହେବନାହିଁସେ-ହିମଗିରିପର୍ବତ ll
ହିମ-ବୀର ଯେତେ ଦିନ ଏହି ଅଲିଭା ଦୁନିଆଁରେ ଥିବେ,, l
ବୈଦେଶିକ ଶତ୍ରୁ ଅକାଳରେ    ଜାଣ ନିହତ ଯେ' ହେବେ ll

କବି: 
ନିଲେଶ କୁମାର ଭୋଇ
(କିଟ୍ ବିଶ୍ୱବିଦ୍ୟାଳୟ )
ବିଜ୍ଞାନ ବିଭାଗ ଛାତ୍ର,
ଭୁବନେଶ୍ୱର, ଓଡିଶା
WhatsApp# +917684800301
nileshkumarbhoi850@ gmail.com

No comments:

Post a Comment